Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଛାତ୍ରାବାସରୁ ୯ ଛାତ୍ର ବହିଷ୍କୃତ; ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନ ସୁଇଟ୍ ମହାବିଦ୍ୟାଳୟରେ ରାଗିଂ ଘଟଣାରେ ଛାତ୍ରାବାସରୁ ନିଲମ୍ବିତ ହେଲେ ୯ ଛାତ୍ର ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ- ରାଗିଂ ପାଇଁ ଚୁଲିକୁ ଗଲା ପାଠପଢା ।

 


23-DECEMBER-2021


📌


BY: SRINIBASH ROUT

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମ୍ବଲପୁର ୟୁନିଭରସିଟି ଇନଷ୍ଟିଚ୍ୟଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜି- ସୁଇଟ ମହାବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଛାତ୍ରାବାସରୁ ୯ ଜଣ ଛାତ୍ରଙ୍କୁ ବହିଷ୍କୃତ କରାଯାଇଛି । ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ଆଧାରରେ ହୋଇଛି କାର୍ଯ୍ୟାନୁଷ୍ଠାନ ।ଏଥିରେ ଦ୍ବିତୀୟ ବର୍ଷର ୮ଜଣ ଓ ଶେଷ ବର୍ଷର ଜଣେ ଛାତ୍ର ରହିଥିବା ଜଣାପଡିଛି ।ଶୃଙ୍ଖଳା କମିଟିର ରିପୋର୍ଟ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁଇଟର ନିର୍ଦ୍ଦେଶକ ପ୍ରଫେସର ବି.କେ. ମହାନ୍ତି ।। ୯ ଛାତ୍ରଙ୍କ ପାଇଁ ରାଗିଂ ହେଲା କାଳ ।।





www. socialnewsodiaofficial.blogspot.com

Post a Comment

0 Comments