30-DECEMBER-2021


📌


BY: SRINIBASH ROUT

STF ହାତରେ କଲରା ପତିରିଆ ବାଘ ଛାଲ ।ବାଘ ଛାଲ ଚୋରା କାରବାର ହେଉଥିବା ନେଇ ଖବର ପାଇବା ପରେ ଚଢାଉ କରିଥିଲା STF। ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀ ମୁଣ୍ଡା ଗାଁ ରାସ୍ତା କଡ଼ରେ ବାଘ ଛାଲ ଡ଼ିଲ ବେଳେ STF ଏହି ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ।ଗୋଟିଏ ବାଘଛାଲ ଜବତ ସହ ଚୋରା ଚାଲାଣକାରୀ ରତ୍ନାକର ସାହୁଙ୍କୁ ଗିରଫ କଲା STF ।ଏହି ଘଟଣାକୁ ମିଶାଇ ଚଳିତ ବର୍ଷ ମୋଟ ୨୨ଟି ବାଘ ଛାଲ ଜବତ କରିଛି STF ।





www. socialnewsodiaofficial.blogspot.com