25-JANUARY-2022


📌


BY: SRINIBASH ROUT

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ୯୩୯ ପୋଲିସ ଅଧିକାରୀ ପୁରସ୍କୃତ ହେବେ। ଏଥି ମଧ୍ୟରୁ ଓଡ଼ିଶାରୁ ୨୨ଜଣ ପୋଲିସ ମନୋନୀତ ହୋଇଛନ୍ତି। ୯ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ବା ପଦକ ପ୍ରଦାନ କରାଯିବ। ସେହିପରି ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୋଲିସ ମେଡାଲ ଦିଆଯିବ।


www. socialnewsodiaofficial.blogspot.com