Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ୍ ଟେଷ୍ଟିଂ କିଟ୍‌; ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଆସିଛି କିଛି ପରିମାଣର କିଟ୍, ଏହାପରେ ଜିନୋମ ସିକ୍ୱେନ୍ସିଂର ଆବଶ୍ୟକତା ପଡ଼ିବନି -ମେଡ଼ିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ଼ ଟାଟା ଏମଡ଼ି ଓଡ଼ିଶାକୁ ଏହି କିଟ୍ ପଠାଇଛନ୍ତି।

 


19-JANUARY-2022


📌


BY: SRINIBASH ROUT

ଓମିକ୍ରନ୍ ଟେଷ୍ଟିଂ କିଟ୍‌ ଓମିସିୟୋର ଓଡ଼ିଶାରେ ପହଞ୍ଚିଛି। ଓଡିଶାରେ ଏଣିକି ଓମିକ୍ରନ୍ ଟେଷ୍ଟିଂ ସହଜ ହେବ ।ଆଉ ପଡିବନି ଜେନମ ସିକ୍ୱେନ୍ସଂର ଆବଶ୍ୟକତା ।ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ରାଜ୍ୟକୁ ଆସିଛି ।ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ଼ ଟାଟା ଏମଡି ଏହି କିଟ୍ ରାଜ୍ୟକୁ ପଠାଇଛନ୍ତି ।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରାଥମିକ ପର୍ଯ୍ୟାୟରେ ୫ ଲକ୍ଷ କିଟ୍ ପାଇଁ ଅର୍ଡ଼ର ଦେଇଥିଲେ ।ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ୍ ଆଣିଛି ।ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍‌ରେ ଟେଷ୍ଟ କରିବା ଦ୍ୱାରା ଭୂତାଣୁ ଚିହ୍ନଟ ହୋଇପାରିବ ।



www. socialnewsodiaofficial.blogspot.com

Post a Comment

0 Comments