27-JANUARY-2022


📌


BY: SRINIBASH ROUT

କଟକରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି ।କଟକ ରେଳ ଷ୍ଟେସନ ୟାର୍ଡରେ ଏହି ଘଟଣା ଘଟିଛି ।ତେବେ ଏଥିରେ କେହି ମୃତାହତ ହୋଇନଥିବା ବେଳେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇ ନଥିବା ସୂଚନା ମିଳିଛି। ଲାଇନଚ୍ୟୁତ ହୋଇଥିବା ବଗିଗୁଡ଼ିକୁ ଲାଇନ୍ କୁ ଆଣିବା ପାଇଁ କାମ ଜାରି ରହିଛି ।ଘଟଣା ସ୍ଥଳରେ ରେଲୱେ ଅଧିକାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


୪ଟି ମଧ୍ୟରୁ ଗୋଟେ ବଗିକୁ ଧାରଣାରୁ ହଟାଯାଇଥିବା ବେଳେ ଅନ୍ୟ ୩ଟିକୁ ହଟାଇବାକୁ ଉଦ୍ୟମ ଜାରି ରହିଛି। 



www. socialnewsodiaofficial.blogspot.com