25-JANUARY-2022
📌
BY: SRINIBASH ROUT
ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଓ ବିଜେପି ସାଂସଦ ଗୌତମ ଗମ୍ଭୀର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଗୌତମ ଗମ୍ଭୀର ନିଜେ ସୂଚନା ଦେଇଛନ୍ତି ।ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ ନିଜର କୋଭିଡ୍ ୧୯ ଟେଷ୍ଟ କରାଇଥିଲେ, ଯାହାକି ପଜିଟିଭ୍ ଆସିଛି ।ମୁଁ ସୁସ୍ଥ ଅଛି ଏବଂ କୌଣସି ଚିନ୍ତାର କାରଣ ନାହିଁ ।ସେହିପରି ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ଦୟା କରି ନିଜର ଟେଷ୍ଟିଂ କରାଇବାକୁ ସେ ଅପିଲ କରିଛନ୍ତି ବା ଅନୁରୋଧ କରିଛନ୍ତି ।
www. socialnewsodiaofficial.blogspot.com
0 Comments