Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କଢାଗଲା ବ୍ୟାନର ପୋଷ୍ଟର ହୋଡିଂ; ନିର୍ବାଚନ ଆଚରଣ ବିଧି ନିୟମ ଲାଗିବା ପରେ ପ୍ରଶାସନ ଦ୍ବାରା କଢାଗଲା ବ୍ୟାନର ପୋଷ୍ଟର ହୋଡିଂ- ପୋଷ୍ଟରକଢା ଅଭିଯାନରେ ବିଡିଓ,ତହସିଲଦାର,ଜିପିଇଓ ,ଥାନା ଏସଆଇ ପଂଚାନନ ଶତପଥି ଙ୍କ ସମେତ ରିଜର୍ଭ ପୋଲିସ ଉପସ୍ଥିତ ।

 


15-JANUARY-2022


📌


BY: SRINIBASH ROUT

ରାଜ୍ୟ ନିର୍ବାଚନ କମିଶନ ଦ୍ବାରା ୨୦୨୨ ପଞ୍ଚାୟତ ନିର୍ବାଚନ ର ତାରିଖ ଘୋଷଣା କରାଯିବା ସହ ନିର୍ବାଚନ ଆଚରଣ ବିଧି ନିୟମ ଚଳିତ ବର୍ଷ ଫେବୃଆରି ମାସ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯିବା ପରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଛକ ର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସମସ୍ତ ଦଳର ଦଳିୟ ଚିହ୍ନ ଥିବା ନୁତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ବ୍ୟାନର ପୋଷ୍ଟର ହୋଡିଂ ସବୁ ବ୍ଲକ୍ ପ୍ରଶାସନ ପକ୍ଷରୁ କାଢି ଦିଆଯାଇଛି ।ରାଜ୍ୟ ସରକାର ହେଉ ଅବା କେନ୍ଦ୍ର ସରକାରଙ୍କ ର ମଧ୍ୟ ଭୋଟର ଙ୍କୁ ସୁହାଇବା ଭଳି କୌଣସି ପ୍ରକାର ଲୋଭ ଜନିତ ହୋଡିଂ ଯେକୌଣସି ସରକାରି ସ୍ଥାନରେ ଲାଗିଥାଏ ତାହେଲେ ସାଧାରଣ ରେ ଯେକେହି ଅଭିଯୋଗ କଲେ ସେଗୁଡିକ ମଧ୍ୟ ହଟାଯିବ ବୋଲି କୁହାଯାଇଛି। 







www. socialnewsodiaofficial.blogspot.com

Post a Comment

0 Comments