24-JANUARY-2022


📌


BY: SRINIBASH ROUT

କୋରୋନା ପଜିଟିଭ୍ ସଭାପତି ନିରଞ୍ଜନ ପଟ୍ଟନାୟକ ।ପଜିଟିଭ୍ ଚିହ୍ନଟ ପରେ ସେ ଏବେ ଆଇସୋଲେସନରେ ଅଛନ୍ତି। ସେ ଏବେ ଚିକିତ୍ସିତ ହେଉଛନ୍ତି ।ଗତ କିଛିଦିନ ରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ପରୀକ୍ଷା କରିବା ସହିତ ଆଇସୋଲେଶନରେ ରହିବାକୁ ସେ ଅନୁରୋଧ କରିଛନ୍ତି ।ପୂର୍ବରୁ ମଧ୍ୟ ସେ କୋଭିଡ୍ ସଂକ୍ରମିତ ହୋଇଥିଲେ ।ପୁଣି ଥରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ସେ ସୂଚନା ଦେଇଛନ୍ତି ।



www. socialnewsodiaofficial.blogspot.com