09- JANUARY-2022
📌
BY: SRINIBASH ROUT
କୋଭିଡରେ ଆକ୍ରାନ୍ତ ହେଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।ଏସପି ପିନାକ୍ ମିଶ୍ର କୋଭିଡ ପରୀକ୍ଷାରେ ପଜିଟିଭ୍ ଆସିଥିବାରୁ ତାଙ୍କ ସହିତ ସଂପର୍କରେ ଆସିଥିବା ବ୍ୟକ୍ତି ବିଶେଷମାନେ କୋଭିଡ ପରୀକ୍ଷା କରାଇବା ପାଇଁ ସେ ନିଜେ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସ୍.ପି ।କୋଭିଡର ତୃତୀୟ ଲହରକୁ ନେଇ ସାରା ବିଶ୍ୱରେ ଏକ ପ୍ରକାର ଚିନ୍ତା ପ୍ରକଟ ହୋଇଥିବାବେଳେ ଆମ ରାଜ୍ୟ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାରେ ଏ ନେଇ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବାରୁ ଜନସାଧାରଣ ଅଧିକ ମାତ୍ରାରେ ସଚେତନ ହେବାର ଆବଶ୍ୟକତା ରହିଛି ।
0 Comments