Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମଦ ବନ୍ଦ୍-ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ୍, ଯେଉଁ ସ୍ଥାନରେ ଭୋଟ ଗ୍ରହଣ ହେବ ସେଠାରେ ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ନିଷେଧ-ସେହିପରି ଭୋଟ ଗ୍ରହଣ ଦିନ ସବୈତନିକ ଛୁଟି ଘୋଷଣା ପାଇଁ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

 


20-JANUARY-2022


📌


BY: SRINIBASH ROUT

ପଞ୍ଚାୟତ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବନ୍ଦ୍ ହେବ ମଦ ଦୋକାନ ।ଯେଉଁ ସ୍ଥାନରେ ନିର୍ବାଚନ ହେବ ବା ଭୋଟ ଗ୍ରହଣ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ କଟକଣା ଲାଗୁ କରାଯାଇଛି ।ଏହା ସହିତ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ଭୋଟ ହେବାର ୪୮ ଘଣ୍ଟା ପୂର୍ବ ସମୟ ଠାରୁ ଗୋଟିଏ ଦିନ ପରଯାଏଁ ମଦ ଉପରେ ନିଷେଧାଦେଶ ଲାଗୁ କରାଯାଇଛି ।ସେହିପରି ଭୋଟ ଦେବା ପାଇଁ ସବୈତନିକ ଛୁଟି ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ଏହି ସୁବିଧା ପ୍ରଦାନ କରାଯିବ ।ଫେବୃୟାରୀ ୧ ତାରିଖରୁ ମାର୍ଚ୍ଚ ୧୪ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯିବ ।


ଆସନ୍ତା ଫେବୃଆକୀ ୧୬ ତାରିଖରୁ ରାଜ୍ୟରେ ମତଦାନ ଆରମ୍ଭ ହେବ ।୫ଟି ପର୍ଯ୍ୟାୟରେ ହେବ ମତଦାନ ।ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ହେବ ମତଦାନ ।



www. socialnewsodiaofficial.blogspot.com

Post a Comment

0 Comments