Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭଗତ ସିଂଙ୍କ ଜନ୍ମତିଥିରେ ମାନସ ସାହୁଙ୍କ ବାଲୁକା କଳା; ଏହି ଆର୍ଟକୁ ”A Tribute to Saheed Bhagat Singh “ର ବାର୍ତ୍ତା ଦେଇଛନ୍ତି, ମାନସ - ତତ୍ ସହିତ ସହିଦ୍ ଭଗତ ସିଂ ନିଜ ଜୀବନକୁ ପାଣି ଛଡ଼ାଇ ଦେଶ ମାତୃକା ପାଇଁ ଲଢ଼ିଥିଲେ ।

 


28/September/2022


📌


BY: SRINIBASH ROUT 

ସହିଦ ଭଗତ ସିଂଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଭଗତ ସିଂଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।ଚଣ୍ଡିଗଡ଼ ଏୟାରପୋର୍ଟ ସହିଦ ଭଗତ ସିଂଙ୍କ ନାମରେ ନାମିତ କରାଯାଉଛି ସେହି ଅବସରେ ପୁରୀ ବେଳାଭୂମିରେ ୨୦ଫୁଟ୍ ଓସାର ବିଶିଷ୍ଟ ସହିଦ ଭଗତ ସିଂଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।ଏହି ବାଲୁକା କଳାଟି ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୧୦ଘଣ୍ଟା ସମୟ ଲାଗିଥିଲା ।ଆମ ଦେଶର ଯବାନମାନେ ନିଜ ଜୀବନକୁ ପାଣି ଛଡାଇ ଆମର ସୁରକ୍ଷା ପାଇଁ ଜୀବନକୁ ବାଜି ଲଗାଉଛନ୍ତି, ସେହି ବୀର ପୁରୁଷମାନଙ୍କୁ ଶତଶତ ନମନ କରି ବାଲୁକା କଳା ମାଧ୍ୟ୍ୟମରେ ସେମାନଙ୍କୁ ସମ୍ମାନ ଜଣାଇଛନ୍ତି ।ସେ ଏହି ଆର୍ଟକୁ ଇଣ୍ଡିଆନ ଆର୍ମିମାନଙ୍କୁ ସମର୍ପଣ କରିଛନ୍ତି ଏବଂ ଏଥିରେ”Salute to the Soldiers of Indian Army”ର ବାର୍ତ୍ତା ଦେଇଛନ୍ତି ।





https://socialnewsodiaofficial.blogspot.com

Post a Comment

0 Comments