୦୩.୧୦.୨୦୨୨

Editor- Madhabananda swain



 ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ରଙ୍ଗଣୀ ପଞ୍ଚାୟତ ର ପଟ୍ଟାପାରିଆ ଠାରେ ମା ଦୁର୍ଗାଙ୍କ ପୂଜା ଉତ୍ସବ ରେ ଯୋଗଦେଲେ ମାନ୍ୟବର ବିଧାୟକ ରାଜନଗର ଶ୍ରୀଯୁକ୍ତ ଧୃବ ସାହୁ ।ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାପାରିଷଦ ର ଉପ ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପତିହାରୀ ବ୍ଲକର ଅଧ୍ୟକ୍ଷା ଶ୍ରୀମତି ପ୍ରତିଭା ପାତ୍ର ଯୋଗ ଦେଇଥିଲେ ସେହିପରି ପବିତ୍ର ଶାରଦୀୟ ଦୁର୍ଗାପୂଜାର ଅଷ୍ଟମୀ ତିଥିରେ ରାଜନଗର ବ୍ଲକ୍, ଜୋନ୍ ନଂ-୩୨ ର ସମସ୍ତ ଦେବୀ ପୀଠରେ ପହଞ୍ଚି ଆର୍ଶୀବାଦ ଭିକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କ ମଙ୍ଗଳ କାମନା କରିଛନ୍ତି  ରାଜନଗର ବିଧାୟକ ଧୃବ ସାହୁ ତାଙ୍କ ସହ ବ୍ଲକର ଅଧ୍ୟକ୍ଷା ଶ୍ରୀମତି ପ୍ରତିଭା ପାତ୍ର  ଜିଲ୍ଲାଉପାଧ୍ୟକ୍ଷ ଅଶୋକ କୁମାର ପତିହାରୀଙ୍କ ସହ ବହୁ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ ଦିର୍ଘ ୨ବର୍ଷ ମହାମାରୀ କରୋନା ଯୋଗୁ ବନ୍ଦ ରହିଥିଲା ଦୁର୍ଗାପୂଜା