08.10.2022

Editor- Madhabananda swain

ଗତକାଲି ରାତିରେ  କେହି ଦୁର୍ବତ୍ତ ରାଜନଗର ଥାନା  ହାତିନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଗେଟର ଲକରକୁ ଭାଙ୍ଗି  ଅଫିସ ଗେଟର ତାଲାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ତାହା ସହ ପାଚେରୀରେ ଲାଗିଥିବା ଲାଇଟ  ସିମେଣ୍ଟ ଚେୟାରକୁ  ମଧ୍ୟ ଭାଙ୍ଗି ଦେଇଛନ୍ତି   ଏନେଇ ଆଜି ସକାଳେ  ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହାତିନା ପଞ୍ଚାୟତର ସରପଞ୍ଚ ସମୀର ସେଠୀ  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି