Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପଖାଳ ଦିବସ ଅବସରରେ କିଛି ପଖାଳ ଉପରେ ଆଲୋଚନା ଆସନ୍ତୁ ଜାଣିବା ପଖାଳ କେତେ ପ୍ରକାର କେମିତି ପ୍ରସ୍ତୁତି କରିବା, ଆଉ କ'ଣ କ'ଣ ସବୁ ପଖାଳ ସହିତ ଖାଇବା ।
ଦୋଳ ମେଳଣ ହୋଲି ଖେଳ ଚଳିତ ବର୍ଷ ହେବନାହିଁ; ଜନସମାଗମ/ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଦିଆଯିବ ନାହିଁ; ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ ଦୋଳ ଉତ୍ସବ ପାଳନ ହେବ।
🦠ଦୁଇଦିନରେ ୨୯ କରୋନା ପଜିଟିଭ୍ ଚିହ୍ନଟ💉; ରାଜ୍ୟ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ଭଳି ସବୁ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨; ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓
 ସ୍ୱର୍ଗ ଆଉ ନରକ ଏହି ଲୋକରେ.....👤