Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ସରକାରୀ ସ୍କୁଲ ଓ +୨ରେ ପାଠ ପଢୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି; ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର।
I.I.C ପେଟ୍ରୋଲିଙ୍ଗ ବେଳେ ଜଙ୍ଗଲରେ ଜଳୁଥିବା ନିଆଁକୁ କଲେ ଆୟତ 🔥
ଉପନିର୍ବାଚନ ଲାଗି ୩୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା B.J.P ଘୋଷଣା; ପ୍ରଚାରରେ ୨ କେନ୍ଦ୍ରମନ୍ତ୍ରୀ ଓ ୪ସିନେ ତାରକାଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତୀୟ ଜନତା ପାର୍ଟି ।
ବିଦ୍ୟୁତ ଦର୍ ବୃଦ୍ଧି ନେଇ O.E.R.C କାର୍ଯ୍ୟାଳୟ ସମ୍ମୁଖରେ B.J.Pର ବିକ୍ଷୋବ
ସୌମ୍ୟରଞ୍ଜନ ପଟ୍ଟନାୟକ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ମୁହାଁମୁହିଁ;💧 ପାନୀୟ ଜଳ ପ୍ରକଳ୍ପରେ ବାହାର ଲୋକଙ୍କୁ କାମ ଦେବା ନେଇ ସୌମ୍ୟରଞ୍ଜନ ପଟ୍ଟନାୟକ ଉଠାଇଲେ ପ୍ରଶ୍ନ କଲେ ଅସନ୍ତୋଷ ପ୍ରକାଶ ।