Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ସ୍ବେରେଜରେ ଫସି ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାନୁଷ୍ଠାନ🎓 ୨ ଇଞ୍ଜିନିୟରଙ୍କ ବଦଳି ଓ ଜଣେ କନିଷ୍ଠ ଇଞ୍ଜିନିୟର ନିଲମ୍ବିତ; ମୃତକଙ୍କ ପରିବାର ପାଇଁ ୧୦ ଲଷ ଟଙ୍କା ଲେଖାଏଁ ସହାୟତା ରାଶି ।
ଚାଷୀଙ୍କ ପାଇଁ ଖୁସି ଖବର:ଏବର୍ଷ ସ୍ବାଭାବିକ ହେବ ବର୍ଷା; ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସପ୍ତାହକ ଦୁଇଦିନ ବନ୍ଦ ରହିବ ଶ୍ରୀମନ୍ଦିର; ମନ୍ଦିରର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌.ପି ଓ ଛତିଶା ନିଯୋଗ ନାୟକ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ମନେ ପଡ଼ନ୍ତି; ଅବଦାନ କେବଳ ଓଡ଼ିଶାକୁ ନୁହେଁ, ସମଗ୍ର ଦେଶରେ ମଧ୍ୟ ଅତୁଳନୀୟ ମହାନ ଚିନ୍ତାନାୟକ, ସାଲିସ ବିହୀନ ରାଷ୍ଟ୍ରନୀତିଜ୍ଞ, ପ୍ରବାଦ ପୁରୁଷ ଓ କଳିଙ୍ଗ ବୀର ।
କଂଗ୍ରେସ ନେତା 'ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଅ ପଛେ ପଛେ ଚାଲିଗଲେ ମାଆ 'କ୍ଷେତ୍ରମଣି ମଙ୍ଗରାଜ' ।