Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଭୁବନେଶ୍ୱର ସମେତ ୪ ରାଜ୍ୟରେ ଏନ୍‌ଆଇଏ ଚଢ଼ାଉ; ମାଓବାଦୀ ଗୋଷ୍ଠୀ ଦ୍ୱାରା ଆତଙ୍କବାଦୀ ପାଣ୍ଠି ବ୍ୟବହାର ସମ୍ପର୍କିତ ଏକ ମାମଲାରେ ଭୁବନେଶ୍ୱର ସମେତ ୪ ରାଜ୍ୟରେ ଏନ୍‌ଆଇଏ ଚଢ଼ାଉ କରିଛି ।
ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି କମ୍ୟୁନିକେସନ୍ ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି-ଏସ୍.ପି ତ୍ରିିନାଥ ମିଶ୍ରଙ୍କ ବିରୋଧରେ ବେଆଇନ୍ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା ।
ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାରୀ ଛାଟ; ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ - ୫ ଜଣ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର,ଏହାକୁ ମିଶାଇ ୧୫୧ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
 ବନ୍ଧା ହେଲେ ଗଞ୍ଜେଇ ମାଫିଆ; କମିଶନରେଟ୍ ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ- ପୋଲିସ ହାତରେ ଧରାପଡ଼ିବା ପରେ ଓ ତା’ ଘରୁ ନଗଦ ୭୫ ଲକ୍ଷ ଟଙ୍କା ଜବତ ହେବା ପରେ ଫିଟିଛି ତା’ ଗୁମର।
କେଉଁ ସାମ୍ବାଦିକ ପାଇବେ PIB ମାନ୍ୟତା - ଜାଣନ୍ତୁ କ'ଣ ରହିଛି ନୂଆ ଗାଇଡନାଇନ୍ (ନୂଆଦିଲ୍ଲୀ) ।