Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଖସିଲା ସିଲିଂ ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ; ଲଗାଣ ବର୍ଷାରେ କଲବଲ କଟକ ବଡ଼ ମେଡ଼ିକାଲ (S.C.B) ସର୍ଜିକାଲ ବିଭାଗରେ ଖସିଲା ସିଲିଂ କେହି ବି ଆହତ ହୋଇନଥିବା ସୂଚନା ମିଳିଛି।

 





14-September-2021


📌


CHIEF REPORTER & EDITOR/- Srinibash Rout (9439883165)

କଟକ ସହର ସମ୍ପୂର୍ଣ୍ଣ ଜଳମଗ୍ନ ।ଗତକାଲି ଠାରୁ ଅର୍ଥାତ୍ ରବିବାର (୧୨-ସେପ୍ଟେମ୍ବର-୨୦୨୧)ରାଜ୍ୟରେ ଲଗାଣ ବର୍ଷା ଜାରି ରହିବାବେଳେ ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ଓପିଡି ସିଲିଂ ଆସିଥିବାବେଳେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି। ଏସସିବି ମେଡିକାଲ ସର୍ଜରୀ ଆଉଟଡୋରରେ ଖସିଲା ସିଲିଂ ।କୈଣସି ବ୍ୟକ୍ତି ଏଥିରେ ଆହତ ହୋଇନଥିବାବେଳେ ସିଲିଂ ଖସିବା ଯୋଗୁଁ ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ଏହି ଦିଗରେ ଅଧିକ ଦୃଷ୍ଟି ଦିଆଯିବା ନେଇ ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା ।ଲଗାଣ ବର୍ଷାରେ କଲବଲ କଟକ ।





socialnewsodiaofficial.blogspot.com📡

Post a Comment

0 Comments