20-JANUARY-2022
📌
BY: SRINIBASH ROUT
କୋଭିଡ୍ ସଂକ୍ରମଣରେ ସଂକ୍ରମିତ ହେଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଶନ ରେଡ୍ଡୀ ।ଏହାକୁ ନେଇ ସେ ନିଜେ ସୂଚନା ଦେଇଛନ୍ତି ।“ମୋର କରୋନାର ସାମାନ୍ୟ ଲକ୍ଷଣ ରହିଛି। ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍ ଅନୁସରଣ କରୁଛି। ମୁଁ କ୍ବାରେଣ୍ଟାଇନ୍ରେ ଅଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରିବା ସହ ନିଜକୁ ପୃଥକ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।
www. socialnewsodiaofficial.blogspot.com
0 Comments