Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
 🦠Covid-19 😷ସଂକ୍ରମଣ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ଆରଟିପିସିଆର ଟେଷ୍ଟ୍‌ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ।
ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି ।ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ ଆଉ ଦୁଇ ଜଣଙ୍କର ପେନସନ ସଂକ୍ରାନ୍ତୀୟ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।
 ମାଡ଼ି ଆସୁଛି ଗ୍ରୀଷ୍ମ ପ୍ରବାହ; ୨୪ରୁ ଆକାଶରୁ ବର୍ଷିବ ନିଆଁ, ୨୬ ସୁଦ୍ଧା ସହରରେ ୪୨ ଡେଇଁବ ପାରଦ ।
ଛାତ୍ରୀଙ୍କୁ ଅପହରଣ ଥାନାରେ ଅଭିଯୋଗ; କ୍ଷୀର ଆଣିବାକୁ ଯାଇ ନିଖୋଜ, ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା । ପୋଲିସ ଘଟଣାକୁ ଗୁରୁତ୍ବ ସହ ନେଇ କରୁଛି ଛାନଭିନ୍ ।
ଛାତ୍ରଙ୍କୁ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ; ୧୮ ସିନିୟର ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା ।ସୂଚନା ଦେଲେ ଭୀମସାର ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ଦୋରା ।