Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ନାଇଟ୍‌ ବା ରାତ୍ରୀକାଳୀନ କର୍ଫ୍ୟୁ ଫେରିଲା; ମହାମାରୀ କଟକଣା ହେଲା କଡ଼ାକଡ଼ି ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ସିବିଏସଇ) ଦଶମ ଶ୍ରେଣୀ ବୋର୍ଡ ପରିକ୍ଷାକୁ ବାତିଲ କରାଯାଇଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ; କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି ।
ଓଡ଼ିଶାର ୧୨ଟି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି; ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଦିଆଯାଇଛି ।
କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ; କରୋନାରେ ସଂକ୍ରମିତ ହୋଇ ଏକ ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ।
ବାରଦିଆ ଗ୍ରାମରେ ଆରମ୍ଭ ହୋଇଛି ହନୁମାନ ଜୟନ୍ତୀ ସହ ଅଷ୍ଟପ୍ରହରୀ ନାମ ସଂର୍କୀତ୍ତନ