Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
🛕ଧାର୍ମିକ ଅନୁଷ୍ଠାନ ବା ମନ୍ଦିର ଆଊ ଯାଇପାରିବେ ନାହିଁ ଭକ୍ତ ବା ଶ୍ରଦ୍ଧାଳୁ; ମନ୍ଦିରରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ନୀତିକାନ୍ତି ଅନୁମତି ମାସ୍କ ବ୍ୟବହାର ବାଧ୍ୟତାମୂଳକ ।
ପୂର୍ବତନ ଶିକ୍ଷାମନ୍ତ୍ରୀ 'ମେୱାଲାଲ ଚୌଧୁରୀ' ଶେଷ ନିଃଶ୍ୱାସ ତ୍ୟାଗ କଲେ; Covid-19🦠 ସଂକ୍ରମିତ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ
୬ ଦିନିଆ ଲକଡାଉନ୍; ମହାମାରୀ ସଂକ୍ରମଣ ସଂଖ୍ୟା ବଢୁଛି ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀର କଳାବଜାରୀ ଆଉ ଚଳିବ ନାହିଁ; ୨୩ ଫ୍ଲାଇଂ ସ୍କ୍ୱାଡ୍ ଜଗିବେ ରାଜ୍ୟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ।
ନାଲକୋର ରେକର୍ଡ ପରିମାଣର ଉତ୍ପାଦନ; Covid-19 ମହାମାରୀ ସମୟରେ ରେକର୍ଡ ପରିମାଣର ଉତ୍ପାଦନ ।