Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଆସନ୍ତା ମେ’ ପହିଲାରୁ ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ କୋଭିଡ୍ ଟିକା ଦିଆଯିବ; ଦୈନିକ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ।
ରାହୁଲ ଗାନ୍ଧୀ କରୋନା ପଜିଟିଭ୍; କଂଗ୍ରେସର ପୂର୍ବତନ ସଭାପତି ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ (Rahul  Gandhi)
🛕ଧାର୍ମିକ ଅନୁଷ୍ଠାନ ବା ମନ୍ଦିର ଆଊ ଯାଇପାରିବେ ନାହିଁ ଭକ୍ତ ବା ଶ୍ରଦ୍ଧାଳୁ; ମନ୍ଦିରରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ନୀତିକାନ୍ତି ଅନୁମତି ମାସ୍କ ବ୍ୟବହାର ବାଧ୍ୟତାମୂଳକ ।
ପୂର୍ବତନ ଶିକ୍ଷାମନ୍ତ୍ରୀ 'ମେୱାଲାଲ ଚୌଧୁରୀ' ଶେଷ ନିଃଶ୍ୱାସ ତ୍ୟାଗ କଲେ; Covid-19🦠 ସଂକ୍ରମିତ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ
୬ ଦିନିଆ ଲକଡାଉନ୍; ମହାମାରୀ ସଂକ୍ରମଣ ସଂଖ୍ୟା ବଢୁଛି ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।