Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଆଇନ ମନ୍ତ୍ରୀ ପ୍ରତାପ ଜେନା କରୋନା ପଜିଟିଭ୍; ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ।
ଲକଡାଉନ୍; ପୂରା ଦେଶକୁ ଲକଡାଉନ୍‌ କରିବା ପାଇଁ ଚିନ୍ତା କରୁଛନ୍ତି କି କେନ୍ଦ୍ର ସରକାର? କାରଣ ଅନେକ ରାଜ୍ୟ ଓ ବରୋଧୀ ଦଳ ନେତାମାନେ କେନ୍ଦ୍ର ଉପରେ ଲକଡାଉନ୍‌ ପାଇଁ ଚାପ ପକାଇଲେଣି।
ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ; ସେଣ୍ଟ୍ରାଲ ରିଜର୍ଭ POLICE  ଫୋର୍ସର D.I.G ସୁନୀଲ କୁମାର ପାର୍ଥ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ।
 ୪୬ ଟଙ୍କା ହ୍ରାସ ହେଲା L.P.G; ସ୍ୱରୂପ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ L.P.G ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଘରୋଇ ଉପଯୋଗ ଗ୍ୟାସ ସିଲିଣ୍ଡର ଦର ୪୫.୫୦ ଟଙ୍କାକୁ ହ୍ରାସ କରାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାସ୍ଥ୍ୟ ଭିତିଭୂମି ଉପରେ କରିଛନ୍ତି ସମୀକ୍ଷା; ଭାରତ ସରାକରଙ୍କ ପିଏସୟୁ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି କରିଛନ୍ତି ସମୀକ୍ଷା ।