Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆଇନ ମନ୍ତ୍ରୀ ପ୍ରତାପ ଜେନା କରୋନା ପଜିଟିଭ୍; ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ।

 



08/05/2021


କଟକ 📌



CHIEF REPORTER & EDITOR/- Srinibash Rout

କରୋନା ପଜିଟିଭ୍ ।ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ।ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ କହିଲେ ମନ୍ତ୍ରୀ ପ୍ରତାପ ଜେନା ।ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଶୁକ୍ରବାର (୦୭/୦୫/୨୦୨୧) SIR ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । 


ପରିଚାଳନା କ୍ଷେତ୍ରରେ ଉପଯୁକ୍ତ ଦକ୍ଷତା, ସରକାରୀ କଳ ଓ ଲକ୍ଷ୍ୟକୁ ଠିକଣା ଭାବେ ବୁଝିବା ସହିତ ଅଫିସରମାନଙ୍କୁ ନିୟନ୍ତ୍ରଣ କରିବାରରେ ମନ୍ତ୍ରୀ ପ୍ରତାପ ଜେନା ସବୁ ସମୟରେ ଆଗରେ। କେତେ ବେଳେ ଶବ କାନ୍ଧରେ ନେବା କଥା ହେଉ କି ଅସହାୟ ଭୂମିହୀନ ବାସହରା ଗରିବ ଖଟିଖିଆ ପରିବାରର ସାଥୀ ହେବା କଥା ହେଉ ଏହା ହିଁ ଜଣେ ମନ୍ତ୍ରୀଙ୍କ ସଫଳତାକୁ ଦର୍ଶାଇଥାଏ ।



www.socialnewsodia.info

Post a Comment

0 Comments