Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଲୋକେ ପିଉଛନ୍ତି ଗୋଳିଆ ପାଣି: ବସୁଧା ଯୋଜନା ବିଧାୟକଙ୍କ ବ୍ଲକରେ ଫେଲ୍ ମାରିଲା - କେବଳ ପାନୀୟ ଜଳ ନୁହେଁ ବରଂ ପ୍ରଶାସନିକ ଅବହେଳା ଓ ଆନ୍ତରିକତା ଅଭାବରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ।
କୁମ୍ଭକର୍ଣ୍ଣ ନିଦ୍ରାରେ ବନ ବିଭାଗ - ହାତୀ ଭୟରେ ଜୀବନ କାଟୁଛନ୍ତି ଆଦିବାସୀ ଲୋକମାନେ, ହାତୀପଲ୍ଲ ଭୟରେ ଲୋକମାନେ ଚାଷ କାର୍ଯ୍ୟ, ଏବଂ ବିଭିନ୍ନ କାମ ଧନ୍ଦା ବନ୍ଦ୍ କରି ରହିବା ଫଳରେ ବହୁକଷ୍ଟରେ ଜୀବନ ବିତାଉଛନ୍ତି ।
ପ୍ରତିଷ୍ଠିତ ହେଲା IHEC: ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରେ ଲଷ୍ମୀପ୍ରିୟା ହୋଟେଲ୍ ଠାରେ  ପ୍ରତିଷ୍ଠିତ ହେଲା IHEC - ଏହି IHEC ର ଲକ୍ଷ୍ୟ ହେଉଛି ସମାଜରେ ଥିବା ମହିଳା ମାନଙ୍କୁ ମୁଖ୍ୟ ସ୍ରୋତ କୁ ଆଣି ଶିକ୍ଷା, ଚିକିତ୍ସା, ରୋଜଗାର, ଆତ୍ମନିର୍ଭରଶୀଳ କରାଇବା ।
ଦାଦାବଟି ମାଗିବା ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ: ଜାତୀୟ ରାଜପଥରେ ଡ଼କାୟତି ଉଦ୍ୟମ ଓ ଦାଦାବଟି ମାଗିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ - ପୂର୍ବରୁ ଏହି ଅଭିଯୁକ୍ତ ମାନଙ୍କ ନାଁ ରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି ।
ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଉଥିବା ସୂଚନା ମିଳିଛି - ନବୀନ ୧୯୯୭ ମସିହାରେ ରାଜନୀତିରେ ପାଦ ଥାପିବା ପରେ ଥରେ ବିଦେଶ ଗସ୍ତ କରିଥିଲେ ।