Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପାକିସ୍ତାନକୁ ଭାରତର କଡ଼ା ଜବାବ: ଆତଙ୍କବାଦୀ ପୋଷୁଥିବା ରାଷ୍ଟ୍ରର ହିତଉପଦେଶ ଆଳରେ ଭାରତ ନିଚା ଦେଖାଇବାର ଉଦ୍ୟମକୁ ଜବାବରେ ପ୍ରତିହତ କରିଛି ଭାରତ - ବାରମ୍ବାର ସଂଖ୍ୟାଲଘୁଙ୍କର ଅଧିକାର ଉଲ୍ଲଂଘନ କରୁଛି ପାକିସ୍ତାନ ।
ଔଷଧରେ ଭଲ ହେଉଛି କ୍ୟାନସର ରୋଗ: କର୍କଟ ରୋଗର ନିଦାନପାଇଁ ବିଶ୍ୱବ୍ୟାପୀ ବୈଜ୍ଞାନିକ, ଡ଼ାକ୍ତରମାନେ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଏବେ ଏନେଇ ଏକ ନୂତନ ଆଶା ଉଜ୍ଜୀବିତ ହୋଇଛି - ୧୮ କର୍କଟ ରୋଗୀଙ୍କ ଠାରେ ସଫଳ ପରୀକ୍ଷଣ ।
ଅଂଶୁଘାତରେ ଅଜଣା ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ, ୪ ଗୁରୁତର ଡ଼ାକ୍ତରଖାନାରେ ଚିକିତ୍ସାଧୀନ - ରାଜ୍ୟରେ ତାତିର ପ୍ରକୋପ ଏତେ ମାତ୍ରାରେ ରହୁଛି ଯେ ଅଂଶୁଘାତ ଜନୀତ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି ।
୧୭ଟି ଫସଲର ଏମଏସପି ବଢାଇଲା କେନ୍ଦ୍ର: ମୌସୁମୀ ପୂର୍ବରୁ ଚାଷୀଙ୍କୁ ମୋଦୀ ସରକାର ଦେଲେ ବଡ଼ ଉପହାର, ଧାନ ସମେତ ୧୭ଟି ଫସଲର ଏମ୍ଏସପି ବୃଦ୍ଧି ‌- ସୂଚନା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।
 ୩ କୁଖ୍ୟାତ ସୁପାରୀ କିଲର ଗିରଫ: କମିଶନରେଟ୍ ପୋଲିସ ହାତରେ ୩ କୁଖ୍ୟାତ ସୁପାରୀ କିଲର, କେନ୍ଦ୍ରାପଡ଼ାର ୩ ଅଭିଯୁକ୍ତଙ୍କୁ ଧରିଲା ଜଟଣୀ ପୋଲିସ - ୩ ଅଭିଯୁକ୍ତ ନାଁରେ କମିଶନରେଟ୍ ପୋଲିସର ବିଭନ୍ନ ଥାନାରେ ଏକାଧିକ ମାମଲା ରହିଛି ।