02-JANUARY-2021


📌


BY: SRINIBASH ROUT

ଓଡ଼ିଶାର ନୂତନ ଡିଜି ଭାବେ ଦାୟିତ୍ଵ ଗ୍ରହଣ କଲେ ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନୀଲ କୁମାର ବଂଶଲ ।ନୂଆ ଡିଜି ଭାବେ ସୁନୀଲ ବଂଶଲ ଦାୟିତ୍ବ ନେବା ପରେ ବିଦାୟୀ ଡିଜି ଅଭୟଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।ଅଭୟଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।ଏହାସହ ମୁଖ୍ୟ ସଚିବ ପାହ୍ୟାର ପଦବୀରେ ତାଙ୍କୁ ଏହି ନିଯୁକ୍ତି ମିଳିଛି ।


କଟକ ସ୍ଥିତି ପୋଲିସ ମୁଖ୍ୟଳୟରେ ନୂଆ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ବିଦାୟୀ ଡିଜି ଅଭୟ ।






www. socialnewsodiaofficial.blogspot.com