Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ର ଛାତ୍ରୀ ବିନା ପରିକ୍ଷାରେ ହେବେ ପାସ୍; ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ Samir Ranjan Das .
କିନ୍ନରଙ୍କ ଜୀବନ ଶୈଳୀରେ ହେଉଛି ପରିବର୍ତ୍ତନ; ରାଜ୍ୟରେ ମୋଟ ୨୯୨୪ ଜଣ କିନ୍ନର ପଂଜିକୃତ ହୋଇଛନ୍ତି ।
 ଆର୍ଥିକ ଅବସ୍ଥା ଖରାପ୍; ବନ୍ଦ୍ ହେଲା 'ବିଜୁ ଯୁବ ବାହିନୀ' ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଅତିଥି' ଆପ୍ ଚିହ୍ନଟ କରିବ ଅପରାଧ ଘଟାଇଥିବା ଅପରାଧୀଙ୍କୁ; ପୋଲିସ ପକ୍ଷରୁ ତିଆରି ଚାଲିଛି ଆପ୍ ସୂଚନା ଦେଲେ D.C.P ଉମାଶଙ୍କର ଦାଶ 🚨
ମହୁ ମାଛି🐝 ଆକ୍ରମଣରେ ପର୍ଯ୍ୟଟକ ଆହତ ;ନନ୍ଦନକାନନ ପ୍ରାଣୀଉଦ୍ୟାନ