Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ 🛕ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଦର୍ଶନ କଲେ; ଉପରାଷ୍ଟ୍ରପତିଙ୍କୁ ସ୍ମୃତି ସ୍ୱରୂପ ପ୍ରଭୁ ଶ୍ରୀଜିଉଙ୍କର ଏକ ଫଟୋ ପ୍ରଦାନ କରୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ।
ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ; ସସ୍‌ପେଣ୍ଡ ହେଲେ ୩ ବିଧାୟକ ।
S.C.B ବଡ଼ ମେଡ଼ିକାଲ୍ ପରିସରରୁ ୬ ଜଣ ଦଲାଲ୍ ଗିରଫ; ସୂଚନା ଦେଲେ  D.C.P 🚨
 🐅 ବାଘଛାଲ ଜବତ୍; ୨ ଅପରାଧୀ ଗିରଫ ,ପୋଲିସ S.T.F ଜାରି କଲା ହେଲ୍ପ ଲାଇନ ନମ୍ବର (9439263646) ବନ୍ୟଜନ୍ତୁ ଶିକାରୀଙ୍କ ବାବଦରେ ତଥ୍ୟ ଦେଲେ ପୁରସ୍କୃତ କରିବ ।
୩୪ ଲକ୍ଷ ରୁ ଅଧିକ ଚାଷୀ🌾 ଙ୍କ ଖାତା କୁ କାଳିଆ ଯୋଜନା ର ୭୦୦ କୋଟି ଟଙ୍କାର ରବି ସହାୟତା ; ଚାଷୀ ଖୁସି ରେ ରହିଲେ ହିଁ ରାଜ୍ୟ ଖୁସି ରେ ରହିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓