Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ମହାସଚିବ 'ପ୍ରିୟଙ୍କା ଗାନ୍ଧୀ'; ମୋଦି ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ୍ ।
ବରିଷ୍ଠ ନେତା 'ନରସିଂହ ମିଶ୍ର' କରୋନା ପଜିଟିଭ୍; ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଲେ ନରସିଂହ ମିଶ୍ର ।
 (ଦଶମ ଶ୍ରେଣୀ) ମାଟ୍ରିକ/ମାଦ୍ରାସା ବୋର୍ଡ ପରୀକ୍ଷା ହେଲା ବାତିଲ୍; କରୋନାର ତୀବ୍ର ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାର ମାଟ୍ରିକ୍ ପରୀକ୍ଷାକୁ ବାତିଲ୍ କରିଛନ୍ତି ସୂଚନା ଦେଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଫିକା ପଡ଼ିଲା ରାମ ନବମୀ; ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ୍ କରୋନା ସଂକ୍ରମଣ ଯୋଗୁଁ ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ।
କୁମ୍ଭମେଳାରେ ସାମିଲ ହୋଇ ରାଜ୍ୟକୁ ଫେରୁଥିବା ଶ୍ରଦ୍ଧାଳୁମାନଙ୍କୁ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ; ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ ।