Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ସ୍ୱର୍ଗଦ୍ୱାରରେ ଶବଦାହ ଉପରେ ଲାଗୁ ହେଲା କଟକଣା; ( ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପିତ୍ତି ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ; କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୧୫ ଯାଏ ( ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ ) ଦୈନିକ ନୀତିକାନ୍ତି ଚାଲୁ ରହିବ🛕 ଶ୍ରୀମନ୍ଦିର ପ୍ରଶାସନ ।
 ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ B.J.P ନେତା ଜୁଏଲ୍‌ ଓରାମ୍‌ କରୋନା ସଂକ୍ରମିତ ହୋଇଛନ୍ତି; କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଜୁଏଲ୍‌ ଓରାମ୍‌  ।
ଦିଲ୍ଲୀ ହାଇକୋର୍ଟ ହେଲେ କଠୋର; ଅକ୍ସିଜେନ ଯୋଗାଣରେ କିଏ ବାଧା ସୃଷ୍ଟି କରୁଛି ତାହା ଜଣାଇବାକୁ କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।
୧୯୫୭ ଅଗଷ୍ଟ ୨୭ରେ ଜନ୍ମଗ୍ରହଣ କରିଥିବା 'ଜଷ୍ଟିସ୍ ଏନ. ଭି. ରମଣା' ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି; ରାଷ୍ଟ୍ରପତି 'ରାମନାଥ କୋବିନ୍ଦ' ଶପଥ ଗ୍ରହଣ କରାଇଛନ୍ତି ।