Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର; ବାଧ୍ୟତାମୂଳକ ଅବସର ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ସୁପାରିଶ ହୋଇଥିବା ବେଳେ ଏଥିରେ ମୋହର ମାରିଛନ୍ତି ରାଷ୍ଟ୍ରପତି।
ବଜ୍ରପାତରେ ଜଳିଗଲା ଗଛ; କାଳବୈଶାଖୀ ପ୍ରଭାବ ଯୋଗୁ ବର୍ଷା ସହିତ ବଜ୍ରପାତ ଜଳିଗଲା ମହୁଲ ଗଛ ।
କରୋନା ବଢାଇଲା ଚିନ୍ତା ; କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍ ଉପରେ ବିଚାର କରନ୍ତୁ  ସୁପ୍ରିମକୋର୍ଟ ।
କୋଭିଡ୍‌-୧୯ର ସୁପରିଚାଳନାରେ ଆଉ ୬ ଜଣ ଡାକ୍ତର ନିୟୋଜିତ; ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।
ସିଷ୍ଟମ କରିଦେଲା ଆତ୍ମନିର୍ଭର; ଏମିତି କିଛି କହିଲେ ରାହୁଲ ଗାନ୍ଧି ଟାର୍ଗେଟ କଲେ କେନ୍ଦ୍ର ସରକାରଙ୍କୁ ।