Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ମେ ୫ ତାରିଖରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ ; ଦଳର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି , ଟିଏମ୍‌ସିକୁ ୨୧୪ଟି ସିଟ୍‌ ମିଳିଛି ।
ହ୍ବାଟସଆପ୍‌ରେ ହତ୍ୟା ଧମକ ମେସେଜ; ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମେସେଜ, ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସର ଛାନ୍‌ଭିନ ।
ରାଜନଗର ତହସିଲ ଅଫିସ୍ ରେ ପାଣି !
ପୁଣି ସ୍ଥଗିତ ହେଲା ଉପନିର୍ବାଚନ; ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ଉପନିର୍ବାଚନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି
୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର; ଖରା ତାତିରୁ ସାମାନ୍ୟ ଆଶ୍ବସ୍ତି ସୂଚନା ଆଞ୍ଚଳିକ ପାଣିପାଗ ବିଭାଗ ।