Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
 ମା
 G.S.T ଛାଡ଼ କର ଟିକା ଉପରୁ; COVID-19 ଟିକା ଉପରେ G.S.T ଲାଗିଥିବାରୁ ଟିକା ଦର ରାଜ୍ୟ ପାଇଁ ଅଧିକ ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭଡ଼ା ବାବଦ ଦେୟ ୨ କୋଟି ୧୬ ହଜାର ଟଙ୍କା ଛାଡ଼ ନିର୍ଦ୍ଦେଶ; ନଭି ମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡ଼ା ବାବଦ ଦେୟ ଛାଡ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଲକଡାଉନ୍; ପୂରା ଦେଶକୁ ଲକଡାଉନ୍‌ କରିବା ପାଇଁ ଚିନ୍ତା କରୁଛନ୍ତି କି କେନ୍ଦ୍ର ସରକାର? କାରଣ ଅନେକ ରାଜ୍ୟ ଓ ବରୋଧୀ ଦଳ ନେତାମାନେ କେନ୍ଦ୍ର ଉପରେ ଲକଡାଉନ୍‌ ପାଇଁ ଚାପ ପକାଇଲେଣି।
ମାଧ୍ୟମିକ ଶିକ୍ଷା ପରିଷଦର ବିକଳ୍ପ ପଦ୍ଧତି ପ୍ରସ୍ତୁତ; ମହାମାରୀ ଅବସ୍ଥାରେ ନ୍ୟାୟ ସଙ୍ଗତ ଓ ବିନା ପକ୍ଷପାତରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦର ବିକଳ୍ପ ପଦ୍ଧତି ପ୍ରସ୍ତୁତ ।