Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ; କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ହେଇଗଲେ ପରଲୋକ ।
ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ ପରଲୋକ; କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଅବସ୍ଥାରେ ହୋଇଯାଇଛନ୍ତି ପରଲୋକ ।
ଓଡ଼ିଶାକୁ ୫୦୦ କୋଟି ବାତ୍ୟା ସହାୟତା ଘୋଷଣା; ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ପ୍ରାଥମିକ କ୍ଷୟକ୍ଷତି ଆକଳନ ପୂର୍ବରୁ ପ୍ରାଥମିକ ପର୍ଯ୍ୟାୟରେ ୫୦୦ କୋଟି ସହାୟତା ରାଶି କଲେ ଘୋଷଣା ।
କୋଭିଡ୍ ନିରୋଧୀ ଔଷଧ 2DGର ବିକ୍ରି ମୂଲ୍ୟ ନିର୍ଦ୍ଧାରିତ; ପ୍ୟାକେଟ ପିଛା ୯୯୦ ଟଙ୍କାରେ ମିଳିବ କୋଭିଡ୍ ଔଷଧ 2DG, DRDOର ଏହି ଔଷଧକୁ ପ୍ରସ୍ତୁତ କରି ବିକ୍ରି କରିବ ଡକ୍ଟର ରେଡ୍ଡି ଲ୍ୟାବ୍‌ ।
ଗୁଇନ୍ଦା ବିଭାଗ ଏବଂ RAW ମୁଖ୍ୟଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି; ଆଇବି ନିର୍ଦ୍ଦେଶକ ଅରବିନ୍ଦ କୁମାର/R&AW ସଚିବ ସାମନ୍ତ କୁମାର ଗୋଏଲ ।