Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପୌର ନିର୍ବାଚନ ପାଇଁ ପ୍ରାଥମିକ ପ୍ରସ୍ତୁତି; ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରାଥମିକ ପ୍ରକ୍ରିୟା ହେଲା ଆରମ୍ଭ ୫ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ହେବ ସୀମା ପୁନଃ ନିର୍ଦ୍ଧାରଣ ଅଣସୂଚିତ ଅଞ୍ଚଳରେ ଓବିସି ସଂରକ୍ଷଣ ରହିବ ନାହିଁ ।
୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା କରଣ ଆରମ୍ଭ; ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଟିକା ଦେବା ପାଇଁ ଭାରତ ବାୟୋଟେକ୍‌ ଦ୍ବାରା ଉତ୍ପାଦିକ ଟିକାକୁ ମଞ୍ଜୁରୀ -ଟିକାର ପ୍ରଭାବ ପିଲାଙ୍କ ଉପରେ ଭଲ ରହିବ।
ଜୁନ୍ ମାସରେ ସରିବ ଜାଇକା କାମ- କଟକ; ଜାଇକା କାର୍ଯ୍ୟ ଯୋଗୁଁ ସହରବାସୀଙ୍କୁ ଆଉ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ ୨୦୧୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ସରିଛି ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା କଟକ ହେବ ଜାଇକାମୁକ୍ତ ।
ମହାପ୍ରଭୁଙ୍କ ଦର୍ଶନ କଲେ ପୋଲିସ ମହା ନିର୍ଦ୍ଦେଶକ; ନବ ନିଯୁକ୍ତ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ସୁନୀଲ କୁମାର ବଂଶଲ ଦାୟିତ୍ବ ନେବା ପରେ ପତ୍ନୀଙ୍କ ସହ ପ୍ରଥମେ ପୁରୀ ଶ୍ରୀମନ୍ଦିର ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଡିଜିପି ।
ନକଲି ସିମେଣ୍ଟ ତିଆରି କାରଖାନା ଠାବ; ଲୋଗୋ ଅସଲି, ଜିନିଷ ନକଲି କଟକ ଜିଲ୍ଲା ଜଗତପୁର ପୀରବଜାର ଅଞ୍ଚଳରୁ ଡୁପ୍ଲିକେଟ୍‌ ସିମେଣ୍ଟ ତିଆରି କାରଖାନା ଠାବ କଲା ପୋଲିସ -ଆଗରୁ ଉକ୍ତ ଅଞ୍ଚଳରୁ ବହୁ ଥର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ନକଲି ଜିନିଷ ଜବତ ହୋଇଛି।