Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା; ବିପଦରେ ପଡ଼ିଥିବା ରୋଗୀଙ୍କୁ ରକ୍ତଦାନ କରି ମହାନତାର ମସିହା ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ 'ଦେବାଶିଷ ନାୟକ' ।
ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା; ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ନାଇଜର କ୍ୟାମ୍ପସ୍ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ, ଛାତ୍ରୀ ଜଣକ ମାନସିକ ଚାପରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପିଲାଙ୍କୁ ଦିଆଯିବ କରୋନା ଟିକା; ମାର୍ଚ୍ଚ ୧୬ରୁ ୧୨ ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା ଦିଆଯିବ,କାରଣ ପିଲା ସୁରକ୍ଷିତ ତ ଦେଶ ସୁରକ୍ଷିତ - କେବଳ ୧୨ରୁ ୧୪ ବର୍ଷ ପିଲା ନୁହେଁ ବରଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ ନେଇପାରିବେ ।
ତୋଟକା ନୁହେଁ ବୈଜ୍ଞାନିକ କଥା: ସକାଳେ ସତେଜ ଅନୁଭବ କରିବାରେ ସାହାଯ୍ୟ କରିବାକୁ ୫ ଟି ଟିପ୍ସ !
 ୨ ବର୍ଷ ଜେଲ୍ ଦଣ୍ଡ,୫ହଜାର ଟଙ୍କା ଜରିମାନା; ସହକାରୀ କୃଷି ଯନ୍ତ୍ରୀ ପ୍ରବୀର ଚାନ୍ଦ ଦାସଙ୍କୁ ୨ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କଲେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ - ଚାର୍ଜସିଟ୍ ଓ ସାକ୍ଷୀଙ୍କ ବୟାନକୁ ଆଧାର କରି ଭିଜିଲାନ୍ସ ଜଜ୍‌ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।