Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ନିର୍ବାଚନରେ ପରାସ୍ତ ହେଲେ, କିନ୍ତୁ ପ୍ରତିଶ୍ରୁତି ରଖିଲେ; କୁମୁଟିଗୁଡ଼ାସ୍ଥିତ ଶାନ୍ତି କୁମାରୀ ବାଘଙ୍କ ଘରେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ୍‌ ସଂଯୋଗ ନାହିଁ - ନିର୍ବାଚନ ପ୍ରଚାର ସମୟରେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ଜି. ଶ୍ରୀନିବାସ ରାଓ ।
ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି; ଗ୍ରୀଷ୍ମ ଋତୁ ଆରମ୍ଭରୁ ସହରରେ ପାନୀୟ ଜଳ ସଂକଟ, ପ୍ରାୟ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି - ସେପଟେ ପ୍ରଶାସନ ନିଦା ବିଷ୍ଣୁ ପାଲଟିଛି।
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ -  ଆପାର୍ଟମେଂଟ ଓ କସମୋପଲିସ ଫ୍ଲାଟ୍, ଜାଗମରାରେ ତିନି ମହଲା ଘର ଓ ଖଲିକୋଟ ଲଂଗଳେଶ୍ୱରରେ ଅଛି ପୈତୃକ ଘର ।
ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟରେ ଅଭାବନୀୟ ଘଟଣା; ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ - କଟକ ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟର ଦ୍ବିତୀୟ ବର୍ଷ ଆଇନ୍ ବିଭାଗର ଛାତ୍ରୀ ଥିଲେ ସୁରବୀ ପଞ୍ଚପାଲ।
ମିସ୍ ଇଣ୍ଡିଆ ପ୍ଲାନେଟ ୨୦୨୨; ମିସ୍ ଇଣ୍ଡିଆ ପ୍ଲାନେଟ ୨୦୨୨ରେ ସ୍ଥାନ ହାସଲ କଲେ ଓଡ଼ିଆ ଝିଅ ଅନ୍ୱେଷା ଅଦିତି ମହାପାତ୍ର - ଓଡ଼ିଶାର ଝିଅ ଜାତୀୟ ସ୍ତରରେ ଦେଖାଇଲେ ନିଜର ଝଲକ ।