Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଅଙ୍ଗନବାଡ଼ି ଶିଶୁଙ୍କୁ ପଚା ଅଣ୍ଡା ବଣ୍ଟନ; ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ପଚା ଅଣ୍ଡା ଦିଆଯାଉଛି - ଅଙ୍ଗନବାଡ଼ି କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପିଲାଙ୍କୁ ପଚା ଅଣ୍ଡା ଦିଆଯାଉଛି ।
କୋଭିଡ୍ ମୃତ୍ୟୁ ପାଇଁ କ୍ଷତିପୂରଣ-ବଢ଼ିଲା ଆବେଦନ ତାରିଖ; ରାଜ୍ୟରେ କୋଭିଡ୍ ମୃତ୍ୟୁ ପାଇଁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ଏହି କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ ତାରିଖକୁ ଚଳିତ ବର୍ଷ ମେ’ ମାସ ୨୮ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି ।
ଶ୍ରୀମନ୍ଦିର ଚୂଲି ଭଙ୍ଗା ଘଟଣାର ପର୍ଦ୍ଦାଫାଶ; ଅଭିଯୁକ୍ତ ଜଣକ ଘଟଣା ଦିନ ଶ୍ରୀମନ୍ଦିର ଆସି ବୁଲିଥିଲେ ଏହା ମଧ୍ୟରେ ସେ କିଛି ଅସହଜ ଅନୁଭବ କଲେ ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିଲେ - ସୂଚନା ପୁରୀ ଏସ୍.ପି କନୱର ବିଶାଲ ସିଂ ।
୧୦୬ଟି ଏମରଜେନ୍ସି ରେସପନ୍ସ ଗାଡ଼ିର ଶୁଭାରମ୍ଭ; ସମସ୍ତ ଜରୁରୀକାଳୀନ ସେବା ପାଇଁ ଜାରି ହେଲା ଗୋଟିଏ ନମ୍ବର ୧୧୨ - “ଆମେରିକାର ୯୧୧ ଭଳି ଆମର ଗୋଟିଏ ନମ୍ବର ୧୧୨ରେ ଓଡ଼ିଶାରେ ଜରୁରୀକାଳୀନ ସମୟରେ ପୋଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ମିଳିବ ।
ମୋଷ୍ଟ ୱାଣ୍ଟେଡ୍ ଉମର ଫାରୁକ୍ ଗିରଫ; ତେଲେଙ୍ଗାନା ସରକାରଙ୍କ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ନାଁ ଥିବା ମୋଷ୍ଟ ୱାଣ୍ଟେଡ୍ ଉମର ଫାରୁକକୁ ଚଳନ୍ତା ଟ୍ରେନରୁ ଗିରଫ କଲା କଟକ ରେଳବାଇ ପୋଲିସ - ଦୁଇ ବର୍ଷ ଧରି ତେଲେଙ୍ଗାନାରୁ ଫାରୁକ ଫେରାର ଥିଲା।