Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ସ୍ବର୍ଗଠାରୁ ବଡ଼ ମା' ପାଇଁ ଦିନଟିଏ..ସନ୍ତାନ ସୁଖରେ ହସୁଥାଏ ଶେଷ ନିଶ୍ବାସ ଯାଏଁ,  ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’ - ମା' ନୁହେଁ କେବଳ ସନ୍ତାନର ସାହା ସେ ହିଁ ପୂରା ସମାଜ ସଂସ୍କାରର ପ୍ରକୃତ ରାହା ।
ବ୍ରଜରାଜନଗର ଉପ-ନିର୍ବାଚନ: ୨୭୯ ବୁଥ୍‌ରେ ଭୋଟ୍ ଦେବେ ୨.୧୪ ଲକ୍ଷ ଭୋଟର, ମେ' ୩୧ ତାରିଖ ଭୋଟ୍ ଗ୍ରହଣ, ଜୁନ୍‌ ୩ ତାରିଖ ଭୋଟ୍ ଗଣତି ଦିବସ ଓ ଜୁନ୍‌ ୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ. ସୂଚନା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ।
ରାଜ୍ୟରେ ଖୁବ୍‍ ଶୀଘ୍ର ଇ-ବସ୍‍ ଗଡ଼ିବ: ‘ମୋ ବସ’ ସେବାରେ ଖୁବ୍ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍ ସେବା ସାମିଲ୍ କରାଯିବ, ୨୦୧୯ ମସିହାରୁ ପ୍ରତିବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇବା ସହ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି ।
ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ: ବାହାର ରାଜ୍ୟରେ ଫସିଛନ୍ତି ଦାଦନ ଶ୍ରମିକ, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ - ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଏ ବୋଲି ତା ନାଁ ହୁଏ ଦାଦନ, କେତେ ଯେ ଦୁଃଖ ଦାଦନ ଜୀବନରେ ତାକୁ ହିଁ ଜଣା ।
ତେଜିନ୍ଦର ପାଲ୍ ସିଂ ବାଗ୍ଗା ଗିରଫ: ବିଜେପି ନେତା ତେଜିନ୍ଦର ପାଲ୍ ସିଂ ବାଗ୍ଗାଙ୍କୁ ଗିରଫ କଲା ପଞ୍ଜାବ ପୋଲିସ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ତେଜିନ୍ଦର ଖୋଲାଖୋଲି ଧମକ୍ ଦେଇଥିଲେ - ମୁଖ୍ୟମନ୍ତ୍ରୀଙ୍କୁ ଧମକ୍ ଦେବା ପଡ଼ିଲା ମହଙ୍ଗା ।