Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଜମି ଜବରଦଖଲ: ଶ୍ରୀବଳଦେବଜୀଉଙ୍କ ଜମି ଜବରଦଖଲକୁ ବିରୋଧ, କେନ୍ଦ୍ରାପଡ଼ା ସଦର ଥାନା ସମ୍ମୁଖରେ ଶ୍ରୀବଳଦେବଜୀଉଙ୍କ ଜମି ଜବରଦଖଲ କରି ଘର ତିଆରି କରିବା ଘଟଣାକୁ ନେଇ ଦେଖାଦେଇଛି ବିବାଦ ।
ଡ଼ାକ୍ତରଙ୍କୁ ଘେରିଲେ ଗ୍ରାମବାସୀ: ଚିକିତ୍ସାରେ ଅବହେଳା ଏବଂ ରୋଗୀକୁ ର୍ଦୁବ୍ୟବହାର କରିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ଘେରିଲେ ଶତାଧିକ ଗ୍ରାମବାସୀ -  ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠା ନେବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।
ଅପମିଶ୍ରିତ ମୃଦୁ ପାନୀୟ କମ୍ପାନୀ ଠାବ: କଟକ ଜଗତପୁରରୁ ପୁଣି ଠାବ ହେଲା ନକଲି ଅପମିଶ୍ରିତ ମୃଦୁ ପାନୀୟ କମ୍ପାନୀ, ରେଡ୍ କରି ବିପୁଳ ପରିମାଣର ନକଲି ମୃଦ୍ୟୁ ପାନୀୟ ଜବତ୍ କଲା କମିଶନରେଟ୍ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ।
ଭୁଶୁଡ଼ି ଲା ଚେକଡ୍ୟାମ୍: ମନରେଗା ଯୋଜନାରେ ପଞ୍ଚାୟତ ପକ୍ଷରୁ ୧୫ଦିନ ତଳେ ନିର୍ମାଣ ହୋଇଥିବା ଏକ ନୂତନ ଚେକଡ୍ୟାମ ସାମାନ୍ୟ ବର୍ଷାରେ ଭୁଶୁଡ଼ି ପିଡିଛି - ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବାବେଳେ ପ୍ରକଳ୍ପର ସ୍ଥାୟୀତ୍ବ କୁ ନେଇ ଉଠିଲା ପ୍ରଶ୍ନ ।
ଲାଞ୍ଚ ନେବା ହେଲା କାଳ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରକଳ୍ପ ସହାୟକ ନଗେନ୍ଦ୍ର ନାଥ ସ୍ୱାଇଁ - ପୋଖରୀ ଖୋଳା ବିଲ୍ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ - ଲାଞ୍ଚ ଟଙ୍କା ଜବତ୍, ପ୍ରକଳ୍ପ ସହାୟକ ଗିରଫ ।