Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ, ଲୋକସେବା ଭବନ କନଭେନସନ୍‌ ହଲରେ ଶପଥ ନେଲେ ୨୧ ମନ୍ତ୍ରୀ - ବରିଷ୍ଠ, ଅଭିଜ୍ଞ, ଯୁବ ଓ ମହିଳାଙ୍କୁ ନୂଆ ଟିମରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସାଇବର ଠକ ଦିଲ୍ଲୀପ ବେହେରା ଗିରଫ: ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି - ପୋଲିସ ଜନସାଧାରଣଙ୍କୁ ଯେତେ ସଚେତନ କଲେ ମଧ୍ୟ ଠକମାନେ ନୂଆ ନୂଆ ଉପାୟରେ ଠକିବାରେ ଲାଗିଛନ୍ତି।
ବାଙ୍ଗାଲୋରରେ ଲିଙ୍ଗରାଜ ସାହୁ ସମ୍ମାନିତ: ‘ବେଦର ଆବାଶ୍ୟକତା’ ଅନ୍ତର୍ଜାତୀୟ ସମ୍ମିଳନୀ, ବାଙ୍ଗାଲୋରରେ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ସାହୁ ସମ୍ମାନିତ ।
ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ୍, ଥାନାରେ ଏତଲା: ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଆଙ୍କୋରଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଉଶାନ୍ତ ସାହୁଙ୍କୁ ହତ୍ୟା ଧମକ୍ - ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଚାରି ଚାରିଟା ମୁଣ୍ଡ ଗଡିଥିଲେ ମଧ୍ୟ ଥମୁନି ରାଜନୈତିକ ବିବାଦ ।
ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜୁଳି ଆନ୍ଦୋଳନ: ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଚାଲିଛି, ଏଭଳି ସ୍ଥିତିରେ ରାଜ୍ୟରେ ବିଜୁଳି ଦର ମଧ୍ୟ ବୃଦ୍ଧି ପାଇଛି - ସେହିପରି ଅଘୋଷିତ ବିଦ୍ୟୁତ୍ କାଟ୍ ଫଳରେ ଲୋକେ ହଇରାଣ ହେଉଛନ୍ତି ।