Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ସନ୍ନ୍ୟାସ ନେଲେ ମିତାଲି ରାଜ୍: ଭାରତର ଲୋକପ୍ରିୟ ମହିଳା କ୍ରିକେଟର ତଥା ଭାରତୀୟ ମହିଳା କ୍ରିକେଟ୍ ଟିମର ଅଧିନାୟିକା ମିତାଲି ରାଜ୍ ଏବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ - ମିତାଲି ରାଜ ଗତ ୨୩ବର୍ଷ ଧରି କ୍ରିକେଟ୍ ଖେଳୁଥିଲେ।
ରାଜଧାନୀରେ ଜଘନ୍ୟ କାଣ୍ଡ: ସ୍ତ୍ରୀକୁ ମାରିବା ପରେ ଝିଅର ତଣ୍ଟି କାଟିଲା ନୃଶଂସ ବାପା - ନିଶା ପାଇଁ ବର୍ବର ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି, ସୂଚନା ଅନୁସାରେ ସ୍ତ୍ରୀ ସରସ୍ୱତୀ ଦାସ ନର୍ସ ଥିଲେ ।
ଡେ଼ଙ୍ଗୁ ରୋଗ ଆତଙ୍କ: ଲକ୍ଷ୍ମୀପୁର ବ୍ଲକ ସଦର ରେ ଅର୍ଦ୍ଧାଧିକ ଅଞ୍ଚଳ ରୁ ଅଧିକ ଲୋକେ ଜ୍ବର ରେ ଆକ୍ରାନ୍ତ, ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ଡେଙ୍ଗୁ ରେ ଆକ୍ରାନ୍ତ - ତେବେ ଡେ଼ଙ୍ଗୁ ରୋଗ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହାର କାୟା ବିସ୍ତାର କରିଛି।
ଲୁଟେରା ଝାମ୍ପି ନେଲେ ୧୨ ଲକ୍ଷ: ହାଇସ୍କୁଲ୍ ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ୧୨ ଲକ୍ଷ ୪୬ ହଜାର ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ, ଟଙ୍କା ଉଠାଇ ଠିଆ ହୋଇଥିବା ବେଳେ ବାଇକରେ ଦୁଇ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇଥିବା ଅଭିଯୋଗ ।
ପୋଖରୀରେ ବୁଡି ୧୯ବର୍ଷୀୟ ଯୁବକ ମୁନାର ମୃତ୍ୟୁ….