୨୯ଏପ୍ରିଲ୍ ବୁଧବାର
by-M.N.SWAIN
ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବହୁ ପ୍ରବାସି ଓଡିଆ । କିନ୍ତୁ ମେ ୩ତାରିଖ ପରେ ଲକ ଡାଉନ୍ କୋହଳ ହେଲେ ସେମାନେ ପଞିକରଣ କରିଥବା ଓଡିଶା ପ୍ରବାସୀମାନେ ଫେରିବେ । ପଞିକରଣ କରିଥିବା ବ୍ଲକ ଭିତରେ ୧୦ହଜାର ୨୬୭ ଜଣଙ୍କ ନାମ ପଞିକରଣ ହୋଇଛି । ଡେରାବିଶ୍ ବ୍ଲକରେ ୩ହଜାର ୭୪୦ରୁ ଉଦ୍ଧ ନାମ ପଞିକରଣ ହୋଇଛି । ଗରଦପୁର ବ୍ଲକ ରେ ୩ହଜାର ୭୪୦ ରୁ ଉଦ୍ଧ କେନ୍ଦ୍ରାପଡା ବ୍ଲକରେ ୫ହଜାର ୭୦୮ ସହ ମହାକାଳପଡା ରେ ୮ହଜାର ୫୩୮ଜଣ ପଞିକରଣ ସହ ମାର୍ଶାଘାଇରେ ୫ହଜାର ୨୬୯ଜଣ ପଞିକରଣ ପଟାମୁଣ୍ଡାଇରେ ୧୧ହଜାର ୮୧୮ଜଣ ପଞିକରଣ କରିଛନ୍ତି । ରାଜକନିକାରେ ୯ହଜାର ୯୫୭ରୁ ଉର୍ଦ୍ଧ୍ଵ ରାଜନଗର ରେ ୮ ହଜାର ୮୦୦ଜଣ ପଞିକରଣ କରିସାରିଛନ୍ତି । ପଟାମୁଣ୍ଡାଇ ପୌରପାଳିକା ଅଧିନରେ ଥିବା ୮୦୭ରୁ ଉର୍ଦ୍ଧ ଲୋକ ପଞିକରଣ କରିଛନ୍ତି କେନ୍ଦ୍ରାପଡା ପୌରପାଳିକା ଅଧିନରେ ୪୨୫ରୁ ଉର୍ଦ୍ଧ୍ଵ । ସବୁଠାରୁ ଅଧିକ ପଟାମୁଣ୍ଡାଇ ବ୍ଲକରେ ପଞିକରଣ କରିଛନ୍ତି ।ସେମାନେ ଆସିବା ପରେ ବ୍ଲକ ଅଧିନରେ ଥିବା ସ୍କୁଲ୍ କଲେଜ୍ ପଞ୍ଚାୟତ ଅଫିସ୍ ରେ ୧୪ଦିନିଆ ହୋମକୋରେନଣ୍ଟାଇନ୍ ରହିବାକୁ ବାଧ୍ୟ । ହେଲେ ରହିବାକୁ ଥିବା ଖଟ ଅଛି କିନ୍ତୁ ବେଡ୍ ତକିଆର ଅଭାବ ଦେଖାଦେଇଛି । ଜଦି ଗୋଟେ କରୋନା ପଜୋଟିଭ୍ ୪୦୫ଜଣଙ୍କୁ ସଂକ୍ରମିତ କରିପାରେ ।ତାଙ୍କ ଭିତରୁ ଜଣେ ସୁପର ସ୍ପେଡର୍ ଥାଆନ୍ତି ତାହେଲେ ଅବସ୍ଥା ଅସମ୍ଭାଳ ହୋଇଯିବ । ସରକାର କହିଛନ୍ତି ୧୪ଦିନ ରହିବା ପରେ ସେମାନଙ୍କୁ ୨ହଜାର ଟଙ୍କା ଲେଖା ଦିଆଜିବ ।


0 Comments