Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସ୍କୁଲ ଭିତରେ ଶୋଇଥିଲା ଭାଲୁ ; ଶିକ୍ଷକଙ୍କୁ ଦେଖି କଲା ଆକ୍ରମଣ, ୩ ଆହତ

  


10/01/2021


କେନ୍ଦୁଝର 📍


Editor by/- Srinibash Rout

ସ୍କୁଲ ଭିତରେ ଭାଲୁ ଉତ୍ପାତ । ଭାଲୁ ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟଣା ଘଟିଛି ।


ଖବର ଅନୁଯାୟୀ, ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତର ଏକ ଭାଲୁ ପଶି ଶୋଇଥିଲା ।  ଆଜି ଜଣେ ଶିକ୍ଷକ ସ୍କୁଲ ଭିତର କୁ ଯିବା ସମୟରେ ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲା  ।ଏହା ପରେ ତାକୁ ତଡିବା ସମୟ ରେ ଦୁଇ ଜଣ ଗାଁ ଲୋକଙ୍କୁ ଆକ୍ରମଣ କରି ଆହାତ କରି ଜଙ୍ଗଲକୁ ପଳାଇଯାଇଛି । ଆହାତ ମାନେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।


WWW.SOCIALNEWSODIA.INFO

Post a Comment

0 Comments