୧୯।୦୪।୨୦୨୧  ( କେନ୍ଦ୍ରାପଡା )

ଆଉ ଅସୁବିଧାରେ ସମ୍ମୁଖିନ ହେବେନି  ଲୋକେ । ନୂତନ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଉଦ୍ଘାଟନ ହୋଇଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ   ଚନ୍ଦନ ନଗର ପଞ୍ଚାୟତ  ଚନ୍ଦନ ନଗର ଠାରେ (  BM )ଆଲୋକ କୁମାର ରାଉତ , ( AM )ଅବିଦୁଲା  ହୁସେନ   ,(  OA ) ଅଶୋକ କୁମାର ପଣ୍ଡା  ( OA )  ସୋନାଲିସା ପଣ୍ଡା ,  Bank mitra  ମମତାମୟୀ  ନାୟକ (, BC ) ସଶ୍ମିତା ମଲ୍ଲିକ  ,ମାର୍କେଟିଙ୍ଗ ସୁରେଶ ପ୍ରଧାନ ଅଛନ୍ତି ,     ଏହି ବ୍ୟାଙ୍କ ଟି ପୂର୍ବରୁ ଗ୍ରାମ ମଧ୍ୟରେ ଥିଲା ଲୋକ ମାନଙ୍କର ା ଅସୁବିଧାକୁ ଦୃଷ୍ଟି ରଖି  ଏହାକୁ ଚନ୍ଦନ ନଗର  ଛକକୁ ସ୍ଥାନାନ୍ତର କରାଯାଇଛି  । ଏହି ବ୍ରାଞ୍ଚରେ ୬୦୦୦ରୁ ଅଧିକ ବ୍ୟାଙ୍କ ଖାତାଧାରୀ ଖାତା ଖୋଲି ଥିବା ସୂଚନା ମଧ୍ୟ ମିଳିଛି ।   ଗ୍ରାହକ ମାନେ   ମଧ୍ୟ ଏହି ବ୍ୟାଙ୍କର ସମସ୍ତ ସର୍ଭିସ ଭଲ ମିଳୁଥିବା ମତ ବ୍ୟକ୍ତ କରିଛନ୍ତି ।  କୃଷକମାନଙ୍କ ପ୍ରତି ଋଣ ର ସୁବିଧା ମଧ୍ୟ ଯୋଗାଥାଏ ଏହି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ! SSG ଗୋଷ୍ଠୀ ମାନଙ୍କୁ ଋଣ ମଧ୍ୟ ଦେଇଥାଏ ଏହି ଓଡିଶା ଗ୍ରାମ୍ୟ ବ୍ୟାଙ୍କ  ଦିର୍ଘ ୨୦ବର୍ଷ ଧରି  ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନ ନଗର ପଞ୍ଚାୟତର ୬୦୦୦ ଗ୍ରାହକଙ୍କ ସହ  ସୁନ୍ଦର ସମ୍ଫର୍କ ସୃଷ୍ଟି  କରିପାରିଛି । ଆଗାମି ଦଶ ବର୍ଷ ଭିତରେ ଗ୍ରାହକଙ୍କ ସଂଖ୍ୟା ଦୁଇଗୁଣ ବଢାଇବାକୁ ଲକ୍ଷ୍ୟ ରଖିଛି ଏହି ବ୍ୟାଙ୍କ ! ଆସନ୍ତୁ ଗ୍ରାହକଙ୍କ  ପାଇଁ କଣ ସବୁ ସୁବିଧା ଯୋଗାଇବ ଏହି ବ୍ୟାଙ୍କ ଜାଣିବା ।   ତାହା ସହ ଗ୍ରାହକ ମାନଙ୍କ ପାଖରୁ ମଧ୍ୟ ଜାଣିବା ଏହି ବ୍ୟାଙ୍କ ସହ ରଖିଥିବା ଦିର୍ଘ ବର୍ଷ ସର୍ଭିଷ ବିଷୟରେ ।  

ପଟ୍ଟାମୁଣ୍ଡାଇରୁ ମାଧବ ସ୍ଵାଇଁଙ୍କ ରିପୋର୍ଟ SOCIAL NEWS ODIA