20/01/2021


ଭୁବନେଶ୍ୱର📍


Editor by/- Srinibash Rout

କଟକ ପରେ ଏବେ ଭୁବନେଶ୍ୱରରେ ନକଲି ସାମଗ୍ରୀ ଚିହ୍ନଟ ହେଉଥିବା ନଜର ଆସୁଛି । ଭୁବନେଶ୍ୱରର ପାହାଳ ଫାଣ୍ଡି ନିକଟ ଏକ କାରଖାନାରୁ ନକଲି ସସ୍‌ ଓ ଆଚାର ବିପୁଳ ପରିମାଣରେ ମିଳିଛି । ସ୍ପେଶାଲ ସ୍କ୍ୱାଡର଼୍ ପୋଲିସ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମିଳିତ ଚଢ଼ାଉରେ ଏହି ନକଲି କାରଖାନା ଠାବ କରାଯାଇଛି ମଙ୍ଗଳବାର (୧୯/୦୧/୨୦୨୧ )


WWW.SOCIALNEWSODIA.INFO