by-Pramod jena
ରାଜନଗର ଭାରତୀୟ ଜନତାପାର୍ଟି ତରଫରୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରାଯାଇଛି ମାହାଙ୍ଗା ବ୍ଲକର ପୂର୍ବତ୍ତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ବିଭତ୍ସ୍ୟ ହତ୍ୟାକାଣ୍ଡ କରିଥିବା ଅଭିଯୁକ୍ତଙ୍କ ସହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ବିଜେପି ଦାବି କରିଛି ଏହାକୁ ରାଜନଗର ବିଜେପି ତରଫରୁ ରାଜନଗର ପୋଲିସ ଥାନା ସମ୍ମୁଖରେ ବିକ୍ଷୋପ କରିବା ସହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରିଥିଲେ ।
0 Comments