21/01/2021



Editor by/- Srinibash Rout

ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିଏଲରେ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚିତ ବର୍ଷୀୟାନ ହାସ୍ୟ ଓ ଚରିତ୍ର ଅଭିନେତା ରବି ମିଶ୍ରଙ୍କର ମାତ୍ର ୬୪ବର୍ଷ ବୟସରେ ହୃଦଘାତରେ ଅକାଳ ବିୟୋଗ ଘଟିଛି । ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିବା ବେଳେ ଲୋକଙ୍କୁ ଭରପୁର ହସର ଖୋରାକ ଯୋଗାଇ ଆସୁଥିଲା ।ମ ସୁଟିଂସେଟ୍‌ରେ ମିଛିମିଛିକା ହୃଦ୍‌ଘାତର ଅଭିନୟ କଲା ବେଳେ ଅସୁସ୍ଥ ହୋଇପଡ଼ିବା ପରେ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ବୁଧବାର (୨୦/୦୧/୨୦୨୧) ତାଙ୍କର ପରଲୋକ ହୋଇଯାଇଛି । 


WWW.SOCIALNEWSODIA.INFO